ଗାୟସ୍ଙ୍କୁ ଅଭିବାଦନ

1. ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

2. ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳ ରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲ ରେ ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି।

3. ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।

4. ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।

ଉଦାରତା ପାଇଁ ଗାୟସ୍ ପ୍ରଶଂସା କଲେ

5.

6. ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।

7. ସହେି ଭାଇମାନେ ଖ୍ରୀଷ୍ଟଙ୍କର ସବୋ ପାଇଁ ଭ୍ରମଣ କରନ୍ତି। ସମାନେେ ବିଶ୍ବାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।

8. ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।

ଡାୟୋଟ୍ରେଫସ୍ ଏବଂ ଡେମେଟ୍ରିଅସ୍

9.

10. ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।

11. ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।

12. ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।

ବିଦାୟ

13. ମାରେ ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ ରେ ଲେଖିବା ପାଇଁ ଚାହୁଁ ନାହିଁ।

14. ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।

Bibles

Books

Chapters